Connect with us

ଦେଶ

ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ

ସାଙ୍କେତିକ

ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ
ଲକ୍ଷ୍ନୌ , ୦୬ ଫେବୃଆରୀ – ଉତର ପ୍ରଦେଶର ସୀତାପୁର ଜିଲ୍ଲାରେ ବିସବା ଥାନା କ୍ଷେତ୍ରରେ ଚନ୍ଦନପୁର ଗାଁରେ ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିସ୍ଥିତି ଉତ୍ପନ୍ନ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଏସିଡ ଫ୍ୟାକ୍ଟ୍ରିରୁ ଏସିଡରୁ ଗ୍ୟାଲ ଲିକ ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ଚୌକିଦାର ଭାବେ କାମ କରୁଥିବା ଅତୀକର ପରିବାରର ପାଂଚ ଜଣ ସଦସ୍ୟ ଓ ଫ୍ୟାକ୍ଟ୍ରିର ଅନ୍ୟ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ଏହି ଘଟଣାରେ ୧୦-୧୨ ପଶୁ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ଟିମ ଘଟଣାସ୍ଥଳରେ ପହଂଚି ମୁହଁରେ ପଟି ବାନ୍ଧି ଉଦ୍ଧାର କାର୍ଯ୍ୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ