Connect with us

ଦେଶ

ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ କରିବ

ସାଙ୍କେତିକ

ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ, ୦୬ ଫେବୃଆରୀ – ନିର୍ଭୟା ମାମଲାରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରୀମ କୋର୍ଟ ଆଗାମୀ ଫେବୃଆରୀ ୭ ତାରିଖ ଦିନ ଶୁଣାଣୀ ପାଇଁ ପ୍ରସ୍ତୁତ ଅଛି ।
ସରକାରଙ୍କ କହିବା ଅନୁଯାୟୀ ଯେଉଁ ଦୋଷୀ ମାନଙ୍କର ଆଇନଗତ ବିକଳ୍ପ ଶେଷ ହୋଇ ସାରିଛି ସେମାନଙ୍କ ଉପରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରାଯାଉ । ଏ ସମ୍ପର୍କରେ ଗତ ପାଂଚ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଚାରି ଜଣ ଦୋଷୀଙ୍କୁ ଅଲଗା ଅଲଗା ଭାବେ ଫାଶି ଦିଆଯାଇ ପାରିବ ନାହିଁ ।
ଦିଲ୍ଲୀୂ ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ ନିର୍ଭୟା ମାମଲାରେ ଦୋଷୀମାନେ ଆଇନର ଅପବ୍ୟବହାର କରୁଛନ୍ତି । ହାଇକୋର୍ଟ ନିର୍ଭୟାର ଦୋଷୀ ମାନଙ୍କୁ ସାତ ଦିନ ମଧ୍ୟରେ ଆଇନଗତ ବିକଳ୍ପର ବ୍ୟବହାର କରିବାକୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ