Connect with us

ବିଦେଶ

ଭାସିଗଲେ ୩ ଭାରତୀୟ

ସିଡ୍ନୀ,୧୮ା୧୨ : ଅଷ୍ଟ୍ରେଲିଆ ନିଉ ସାଉଥ ୱାଲେସର ମୁନିତଟରେ ମଙ୍ଗଳବାର ତିନିଜଣ ଭାରତୀୟ ଭାସି ଯାଇଛନ୍ତି । ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି । ସୂଚନା ଅନୁସାରେ ସମୁଦ୍ର କୂଳରେ...

More Posts