Connect with us

ମହାନଗର

ରାଜଧାନୀରେ ମାଉଜର ବିକ୍ରୀ : ୨ ଗିରଫ

ସାଙ୍କେତିକ

ରାଜଧାନୀରେ ମାଉଜର ବିକ୍ରୀ : ୨ ଗିରଫ
ଭୁବନେଶ୍ୱର,୧୦ ଫେବୃଆରୀ – ରାଜଧାନୀ ସ୍ଥିତ ଗଣ୍ଡମୁଣ୍ଡା ଠାରେ ମାଉଜର କାରବାର କରୁଥିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ତାଙ୍କ ଠାରୁ ୩ ଟି ମାଉଜର ଓ କିଛି ଗୁଳି ଜବତ କରାଯାଇଛି । ଏସଟିଏଫ୍ ସେମାନଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ଛତିଶଗଡର ବୋଲି ଜଣାପଡିଛି । ସେ ଝାଡଖଣ୍ଡରୁ ମାଉଜର ଆଣି ଏଠାରେ ବିକ୍ରି କରୁଥିଲେ । ଅନ୍ୟ ଜଣେ ଗିରଫ ମାଉଜର କିଣୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ମହାନଗର