Connect with us

ଓଡିଶା

ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨

web

ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ ନାବାଳିକା ଭଉଣୀଙ୍କୁ ଅପହରଣ କରିନେଇଥିବା ଟିଉସନ ମାଷ୍ଟ୍ର ଗୋପାଳ କୃଷ୍ଣ ବଡତିଆକୁ ସମ୍ବଲପୁର ପୋଲିସ ଅଇଁଠାପାଲି ଅଂଚଳରୁ ଧରି ଅଟକ ରଖିଛି丨ପୋଲିସ ନାବାଳିକା ଭଉଣୀ ଦ୍ବୟଙ୍କୁ ‘ସଖି’ ଅନୁଷ୍ଠାନକୁ ହସ୍ତାନ୍ତର କରିଛି丨ଏଠାରେ ଉଲ୍ଲେଖଯୋଗ୍ୟଯେ, ଉକ୍ତ ଟିଉସନ ମାଷ୍ଟ୍ର ଦୁଇ ଝିଅଙ୍କୁ ଅପହରଣ କରିଥିବା ନେଇ ବଡ଼ଗଡ଼ ଥାନାରେ ପରିବାର ବର୍ଗ ଏତଲା ଦେଇଥିଲେ丨ନାବାଳିକା ଭଉଣୀ ଦ୍ବୟ ଗଲାବେଳେ ଏକ ହ୍ୟାଣ୍ଡ ନୋଟ ପରିବାର ଉଦେଶ୍ୟରେ ଛାଡ଼ିଯାଇଥିଲେ丨

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା