ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ
ଲକ୍ଷ୍ନୌ , ୦୬ ଫେବୃଆରୀ – ଉତର ପ୍ରଦେଶର ସୀତାପୁର ଜିଲ୍ଲାରେ ବିସବା ଥାନା କ୍ଷେତ୍ରରେ ଚନ୍ଦନପୁର ଗାଁରେ ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିସ୍ଥିତି ଉତ୍ପନ୍ନ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଏସିଡ ଫ୍ୟାକ୍ଟ୍ରିରୁ ଏସିଡରୁ ଗ୍ୟାଲ ଲିକ ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ଚୌକିଦାର ଭାବେ କାମ କରୁଥିବା ଅତୀକର ପରିବାରର ପାଂଚ ଜଣ ସଦସ୍ୟ ଓ ଫ୍ୟାକ୍ଟ୍ରିର ଅନ୍ୟ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ଏହି ଘଟଣାରେ ୧୦-୧୨ ପଶୁ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ଟିମ ଘଟଣାସ୍ଥଳରେ ପହଂଚି ମୁହଁରେ ପଟି ବାନ୍ଧି ଉଦ୍ଧାର କାର୍ଯ୍ୟ କରିଛନ୍ତି ।
ଦେଶ
ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ
More in ଦେଶ
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା ନୂଆଦିଲ୍ଲୀ , ୦୭ ଫେବୃଆରୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା...
-
ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ କରିବ
ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ ପାଇଁ ପ୍ରସ୍ତୁତ ନୂଆଦିଲ୍ଲୀ, ୦୬ ଫେବୃଆରୀ...
-
ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବନି : ହାଇକୋର୍ଟ
ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବନି : ହାଇକୋର୍ଟ ନୂଆଦିଲ୍ଲୀ,୦୫ ଫେବୃଆରୀ – ନିର୍ଭୟା ଗଣଦୁଷ୍କର୍ମ...