ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ, ୦୬ ଫେବୃଆରୀ – ନିର୍ଭୟା ମାମଲାରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରୀମ କୋର୍ଟ ଆଗାମୀ ଫେବୃଆରୀ ୭ ତାରିଖ ଦିନ ଶୁଣାଣୀ ପାଇଁ ପ୍ରସ୍ତୁତ ଅଛି ।
ସରକାରଙ୍କ କହିବା ଅନୁଯାୟୀ ଯେଉଁ ଦୋଷୀ ମାନଙ୍କର ଆଇନଗତ ବିକଳ୍ପ ଶେଷ ହୋଇ ସାରିଛି ସେମାନଙ୍କ ଉପରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରାଯାଉ । ଏ ସମ୍ପର୍କରେ ଗତ ପାଂଚ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଚାରି ଜଣ ଦୋଷୀଙ୍କୁ ଅଲଗା ଅଲଗା ଭାବେ ଫାଶି ଦିଆଯାଇ ପାରିବ ନାହିଁ ।
ଦିଲ୍ଲୀୂ ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ ନିର୍ଭୟା ମାମଲାରେ ଦୋଷୀମାନେ ଆଇନର ଅପବ୍ୟବହାର କରୁଛନ୍ତି । ହାଇକୋର୍ଟ ନିର୍ଭୟାର ଦୋଷୀ ମାନଙ୍କୁ ସାତ ଦିନ ମଧ୍ୟରେ ଆଇନଗତ ବିକଳ୍ପର ବ୍ୟବହାର କରିବାକୁ କହିଛନ୍ତି ।
ଦେଶ
ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ କରିବ
More in ଦେଶ
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା ନୂଆଦିଲ୍ଲୀ , ୦୭ ଫେବୃଆରୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା...
-
ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ
ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ ଲକ୍ଷ୍ନୌ , ୦୬ ଫେବୃଆରୀ – ଉତର...
-
ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବନି : ହାଇକୋର୍ଟ
ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯିବନି : ହାଇକୋର୍ଟ ନୂଆଦିଲ୍ଲୀ,୦୫ ଫେବୃଆରୀ – ନିର୍ଭୟା ଗଣଦୁଷ୍କର୍ମ...