କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ ମାରିବା ଅଭିଯୋଗରେ ଜଣେ ଏସଏସବି ଯବାନ ପ୍ରମୋଦ ବେହେରାଙ୍କୁ ପୋଲିସ ଅଟକ ରଖି ଅନୁସନ୍ଧାନ ଚଳାଇଛି । ଯୁବତୀକୁ ଅସଦାଚରଣ କରିଥିବା ଅଭିଯୋଗରେ ଏଏସବି କନେଷ୍ଟବଳ ପ୍ରମୋଦ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସ୍ଥାନୀୟ କଳ୍ପନା ଛକଠାରେ ଅଭିଯୁକ୍ତ ଯବାନ ସମ୍ପୃକ୍ତ ଦୁଇ ଯୁବତୀଙ୍କୁ କମେଂଟ ମାରୁଥିଲେ । ଏଥିରେ ଉତ୍ୟକ୍ତ ହୋଇ ଯୁବତୀଦ୍ୱୟଙ୍କ ସହିତ ସାଧାରଣ ଲୋକେ ଭୁଷା ,ଲାତ, ଗୋଇଠା, ଚାପୁଡ଼ା ମାରିବା ପରେ କ୍ୟାପିଟାଲ ଥାନାରେ ଜିମା ଦେଇଥିଲେ । ଅଭିଯୁକ୍ତର ଘର ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଂଚଳରେ ବୋଲି ଜଣାପଡ଼ିଛି ।
ଓଡିଶା
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...
-
ଶପଥ ନେଲେ ହାଇକୋର୍ଟ ବିଚାରପତି ସଞ୍ଜୀବ ପାଣିଗ୍ରାହୀ
ଶପଥ ନେଲେ ହାଇକୋର୍ଟ ବିଚାରପତି ସଞ୍ଜୀବ ପାଣିଗ୍ରାହୀ ଭୁବନେଶ୍ୱର, ୧୦ ଫେବୃଆରୀ – ଓଡିଶା ହାଇକୋର୍ଟର ନୂତନ ବିଚାରପତି...