Connect with us

ଓଡିଶା

କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ

ସାଙ୍କେତିକ

କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ ମାରିବା ଅଭିଯୋଗରେ ଜଣେ ଏସଏସବି ଯବାନ ପ୍ରମୋଦ ବେହେରାଙ୍କୁ ପୋଲିସ ଅଟକ ରଖି ଅନୁସନ୍ଧାନ ଚଳାଇଛି । ଯୁବତୀକୁ ଅସଦାଚରଣ କରିଥିବା ଅଭିଯୋଗରେ ଏଏସବି କନେଷ୍ଟବଳ ପ୍ରମୋଦ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସ୍ଥାନୀୟ କଳ୍ପନା ଛକଠାରେ ଅଭିଯୁକ୍ତ ଯବାନ ସମ୍ପୃକ୍ତ ଦୁଇ ଯୁବତୀଙ୍କୁ କମେଂଟ ମାରୁଥିଲେ । ଏଥିରେ ଉତ୍ୟକ୍ତ ହୋଇ ଯୁବତୀଦ୍ୱୟଙ୍କ ସହିତ ସାଧାରଣ ଲୋକେ ଭୁଷା ,ଲାତ, ଗୋଇଠା, ଚାପୁଡ଼ା ମାରିବା ପରେ କ୍ୟାପିଟାଲ ଥାନାରେ ଜିମା ଦେଇଥିଲେ । ଅଭିଯୁକ୍ତର ଘର ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଂଚଳରେ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା