Connect with us

ଓଡିଶା

୨ ଏକର ଜମିରୁ ୧ କୋଟି ମୂଲ୍ୟର ଗଞ୍ଜେଇ ଗଛ ପୋଡାଗଲା

ସାଙ୍କେତିକ

୨ ଏକର ଜମିରୁ ୧ କୋଟି ମୂଲ୍ୟର ଗଞ୍ଜେଇ ଗଛ ପୋଡାଗଲା
ଗଞ୍ଜାମ, ୧୧ ଡ଼ିସେମ୍ବର – ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖପରାବାଡ଼ ଜଙ୍ଗଲରେ ପାଟପୁର ପୋଲିସ ଓ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ୨ ଏକର ଜମିରେ ଚାଷ କରାଯାଇଥିବା ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ କଟାଯାଇ ପୋଡି ନଷ୍ଟ କରାଯାଇଛି । ବିଭାଗୀୟ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ ।

ଅନ୍ୟପକ୍ଷରେ ଏହି ଚଢ଼ଉ ଫଳରେ ଗଞ୍ଜେଇ ଚାଷୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା