Connect with us

ଓଡିଶା

ସଂଜୀବ ପାଣିଗ୍ରାହୀ ହାଇକୋର୍ଟ ଜଜ୍ ନିଯୁକ୍ତ

ସାଙ୍କେତିକ

ସଂଜୀବ ପାଣିଗ୍ରାହୀ ହାଇକୋର୍ଟ ଜଜ୍ ନିଯୁକ୍ତ
ଭୁବନେଶ୍ୱର, ୦୭ ଫେବୃଆରୀ – ଆଇନଜୀବୀ ସଂଜୀବ ପାଣିଗ୍ରାହୀଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି । ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଥିବା ନେଇ ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶପାଇଛି । ଏହା ଫଳରେ ହାଇକୋର୍ଟରେ ଜଜ୍ ଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ସଂଜୀବ ପାଣିଗ୍ରାହୀ ବର୍ତମାନ ସୁପ୍ରିମ୍ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଅଛନ୍ତି

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା