ଶହେ ମହିଳାଙ୍କୁ ତିନି ତଲାକ ପୀଡ଼ିତାଙ୍କ ତଦାରଖକରି ଭାବେ ନିଯୁକ୍ତି ଦେବ ୟୁପି ବିଜେପି
ଲକ୍ଷ୍ନୌ:- ଉତ୍ତର ପ୍ରଦେଶ ବିଜେପି ଏକ ରାଜନୈତିକ କାର୍ଯ୍ୟକ୍ରମ ଜରିଆରେ ଖୁବ ଶୀଘ୍ର ଶହେ ମହିଳାଙ୍କୁ ତିନି ତଲାକ ପୀଡ଼ିତାଙ୍କ ତଦାରଖକରି ଭାବେ ନିଯୁକ୍ତି ଦେବେ । ଏହି ମହିଳାମାନେ ରାଜ୍ୟରେ ଥିବା ତିନି ତଲାକ ପୀଡିତା ମହିଳାଙ୍କୁ ଉଦ୍ଧାର କରି ସେମାନଙ୍କୁ ଉଚିତ ନ୍ୟାୟ ଦେବାରେ ସାହାଯ୍ୟ କରିବେ। ଉତ୍ତର ପ୍ରଦେଶ ବିଜେପି ସଂଖ୍ୟାଲଘୁ ଶାଖାର ସମ୍ପାଦିକା ନାଜିଆ ଆଲମ ଏହି ଦାୟିତ୍ୱରେ ଅଛନ୍ତି । ସେ କହିଛନ୍ତି ଯେ, ତିନି ତଲାକ ପ୍ରମୁଖ ମହିଳାମାନଙ୍କୁ ୯୩ଟି ସଙ୍ଗଠିତ ଜିଲ୍ଲାରେ ଏବଂ ୬ଟି ଆଞ୍ଚଳିକ ୟୁନିଟରେ ନିଯୁକ୍ତି ଦିଆଯିବ। ସରିଆତ ଆଇନ୍ ଏବଂ ଦେଶର ଆଇନ୍ ବିଷୟରେ ଜ୍ଞାନ ଥିବା ଶିକ୍ଷିତ ମହିଳାମାନଙ୍କୁ ତିନି ତଲାକ ମୁଖିଆ ଭାବେ ନିଯୁକ୍ତି ଦିଆଯିବ । ଏମାନେ ପୀଡିତ ମହିଳାମାନଙ୍କ ଜୀବନ ଧାରଣର ମାନ ବଦଳାଇବା ସହ ସାମାଜିକ ପରିବର୍ତ୍ତନ ଆଣି ପାରିବେ ବୋଲି ଆଲାମ କହିଛନ୍ତି ।
ଦେଶ
ଶହେ ମହିଳାଙ୍କୁ ତିନି ତଲାକ ପୀଡ଼ିତାଙ୍କ ତଦାରଖକରି ଭାବେ ନିଯୁକ୍ତି ଦେବ ୟୁପି ବିଜେପି
More in ଦେଶ
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା ନୂଆଦିଲ୍ଲୀ , ୦୭ ଫେବୃଆରୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା...
-
ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ କରିବ
ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ ପାଇଁ ପ୍ରସ୍ତୁତ ନୂଆଦିଲ୍ଲୀ, ୦୬ ଫେବୃଆରୀ...
-
ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ
ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ ଲକ୍ଷ୍ନୌ , ୦୬ ଫେବୃଆରୀ – ଉତର...