ପୋଲାଭରମ୍ ପ୍ରସଙ୍ଗରେ କାଲି ସୁଦ୍ଧା ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର :-ପୋଲାଭରମ୍ ପ୍ରସଙ୍ଗରେ ବ୍ୟାକ୍ ୱାଟର ଅନୁଧ୍ୟାନ୍ ଓ ଇନପ୍ୟାକ୍ଟ ରିପୋର୍ଟ ଦେବା ଏବଂ ପ୍ରକଳ୍ପର ସଠିକ୍ ଜଳ ଧାରଣ କ୍ଷମତା ନେଇ ରିପୋର୍ଟ ଦେବା ପାଇଁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ଏହି ରିପୋର୍ଟ ଦେବାପାଇଁ କୁହାଯାଇଛି । ପରିବେଶ ମଂଜୁରୀ ଉଲ୍ଲଂଘନ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଦେଶ
ପୋଲାଭରମ୍ ପ୍ରସଙ୍ଗରେ କାଲି ସୁଦ୍ଧା ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
More in ଦେଶ
-
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ .
ୟସ ବ୍ୟାଙ୍କ ଘୋଟଲାର ମୁଖ୍ୟ ରାଣା କପୁର ଅଦାଲତରେ କାନ୍ଦି ପକାଇଲେ . -ଝିଅ ଲଣ୍ଡନ ପଳାୟନ କରୁଥିବାପାଇଁ...
-
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା
ନିର୍ଭୟା ଦୋଷୀଙ୍କ ଶୁଣାଣୀ ୧୧କୁ ଘୁଂଚିଲା ନୂଆଦିଲ୍ଲୀ , ୦୭ ଫେବୃଆରୀ – ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା...
-
ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ କରିବ
ନିର୍ଭୟା ମାମଲାରେ କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଫେବୃଆରୀ ୭ରେ ଶୁଣାଣୀ ପାଇଁ ପ୍ରସ୍ତୁତ ନୂଆଦିଲ୍ଲୀ, ୦୬ ଫେବୃଆରୀ...
-
ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ
ସୀତାପୁରରେ ଗ୍ୟାସ ଲିକ ହେବା କାରଣରୁ ସାତ ଜଣଙ୍କର ମୃତ୍ୟୁ ଲକ୍ଷ୍ନୌ , ୦୬ ଫେବୃଆରୀ – ଉତର...