Connect with us

ଓଡିଶା

କରୋନା ପ୍ରତିଶେଧକ ପାଇଁ ଅଭିନ ଚନ୍ଦ୍ର ରାଓ ହୋମିଓପାଥି ମେଡ଼ିକାଲ କଲେଜରେ ଲୋକଙ୍କ ଭିଡ଼

ସାଙ୍କେତିକ

କରୋନା ପ୍ରତିଶେଧକ ପାଇଁ ଅଭିନ ଚନ୍ଦ୍ର ରାଓ ହୋମିଓପାଥି ମେଡ଼ିକାଲ କଲେଜରେ ଲୋକଙ୍କ ଭିଡ଼
ଭୁବନେଶ୍ୱର, ୪ ଫେବୃଆରୀ – କରୋନା ଭାଇରସର ପ୍ରତିଶେଧକ ଗ୍ଲୋବିସ୍ ଡୋଜ୍ ନେବା ଲାଗି ଆଜି ଅଭିନ ଚନ୍ଦ୍ର ରାଓ ହୋମିଓପାଥି ମେଡ଼ିକାଲ କଲେଜରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏପରିକି ଲୋକମାନେ ଧାଡ଼ିରେ ଘଂଟା ଘଂଟା ଧରି ଛିଡ଼ା ହୋଇ ରହିଥିଲେ । ଏଥିରେ ଶିଶୁ ଓ ମହିଳା ଅଧିକ ସଂଖ୍ୟାରେ ରହିଥିଲେ । ଗତକାଲି ଠାରୁ ଏହି ହସ୍ପିଟାଲରେ ଓପିଡ଼ି ଖୋଲାଯାଇଛି । ସମ୍ପୃକ୍ତ ହସ୍ପିଟାଲର ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଏହି ପ୍ରିଭେଂଟିଭ ସୁପାରିଶ କରିଛି ସେଂଟ୍ରାଲ କାଉନସିଲ ରିସର୍ଚ୍ଚ ଅଫ ହୋମିଓପାଥି (ସିସିଆରଏଚ) ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା