Connect with us

ଓଡିଶା

ଓୟୁଏଟି ପଶୁ ଚିକିତ୍ସାଳୟର କୁକୁଡ଼ା ଫାର୍ମ ତିନି ମାସ ପାଇଁ ସିଲ୍

ସାଙ୍କେତିକ

ଓୟୁଏଟି ପଶୁ ଚିକିତ୍ସାଳୟର କୁକୁଡ଼ା ଫାର୍ମ ତିନି ମାସ ପାଇଁ ସିଲ୍
୧ ବର୍ଷ ପାଇଁ ସମ୍ପୃକ୍ତ ଫାର୍ମରେ କୁକୁଡ଼ା ପ୍ରଜନନ ବନ୍ଦ ରହିବ
ଭୁବନେଶ୍ୱର, ୪ ଫେବୃଆରୀ – ଜାନୁଆରୀ ୨୭ ତାରିଖରେ ଓୟୁଏଟି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଚିକିତ୍ସାଳୟର କୁକୁଡ଼ା ଫାର୍ମରେ ବାର୍ଡ଼ଫ୍ଲୁ ଜଣାପଡିବା ପରେ ଏହାକୁ ତିନି ମାସ ପାଇଁ ସିଲ୍ କରାଯାଇଛି ବୋଲି ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପ୍ରତି ୧୫ ଦିନରେ ଥରେ ଏହି ଫାର୍ମକୁ ବିଶୋଧନ କରାଯିବ । ୧ ବର୍ଷ ପାଇଁ ସମ୍ପୃକ୍ତ ଫାର୍ମରେ କୁକୁଡ଼ା ପ୍ରଜନନ ବନ୍ଦ ରହିବ । ଏହି ଫାର୍ମ ବାର୍ଡ଼ ଫ୍ଲୁର ଉତ୍ପତି ସ୍ଥଳ ହୋଇଥିବାରୁ ଏହାକୁ ସିଲ୍ କରିଦିଆଯାଇଛି ଏବଂ ସେଠାରେ ସତର୍କତା ପାଇଁ ନାଲି ପତାକା ଲଗାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା