ଓୟୁଏଟି ପଶୁ ଚିକିତ୍ସାଳୟର କୁକୁଡ଼ା ଫାର୍ମ ତିନି ମାସ ପାଇଁ ସିଲ୍
୧ ବର୍ଷ ପାଇଁ ସମ୍ପୃକ୍ତ ଫାର୍ମରେ କୁକୁଡ଼ା ପ୍ରଜନନ ବନ୍ଦ ରହିବ
ଭୁବନେଶ୍ୱର, ୪ ଫେବୃଆରୀ – ଜାନୁଆରୀ ୨୭ ତାରିଖରେ ଓୟୁଏଟି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଚିକିତ୍ସାଳୟର କୁକୁଡ଼ା ଫାର୍ମରେ ବାର୍ଡ଼ଫ୍ଲୁ ଜଣାପଡିବା ପରେ ଏହାକୁ ତିନି ମାସ ପାଇଁ ସିଲ୍ କରାଯାଇଛି ବୋଲି ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପ୍ରତି ୧୫ ଦିନରେ ଥରେ ଏହି ଫାର୍ମକୁ ବିଶୋଧନ କରାଯିବ । ୧ ବର୍ଷ ପାଇଁ ସମ୍ପୃକ୍ତ ଫାର୍ମରେ କୁକୁଡ଼ା ପ୍ରଜନନ ବନ୍ଦ ରହିବ । ଏହି ଫାର୍ମ ବାର୍ଡ଼ ଫ୍ଲୁର ଉତ୍ପତି ସ୍ଥଳ ହୋଇଥିବାରୁ ଏହାକୁ ସିଲ୍ କରିଦିଆଯାଇଛି ଏବଂ ସେଠାରେ ସତର୍କତା ପାଇଁ ନାଲି ପତାକା ଲଗାଯାଇଛି ।
ଓଡିଶା
ଓୟୁଏଟି ପଶୁ ଚିକିତ୍ସାଳୟର କୁକୁଡ଼ା ଫାର୍ମ ତିନି ମାସ ପାଇଁ ସିଲ୍
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...