Connect with us

ଓଡିଶା

ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ

ସାଙ୍କେତିକ

ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣାରେ ଆଉ ୨ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୦୧ ନଭେମ୍ବର – ଦୀପାବଳୀ ଦିନ ବିଳମ୍ବିତ ରାତିରେ ଏକାମ୍ର କଲେଜ ନିକଟରେ ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣାରେ ଭୁବନେଶ୍ୱର ବାହାରୁ ଦୁଇ ଜଣ ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସ୍ ର ସ୍ପେଶାଲ ଟିମ୍ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଜିତେନ୍ଦ୍ର ମଲ୍ଲିକ ଓ ଜଗଦିଶ ଗଜେନ୍ଦ୍ର । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୧୫ ଅଭିଯୁକ୍ତ ଫେରାର୍ ଅଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଗୁପ୍ତ ସ୍ଥାନରେ ରଖି ଜେରା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା