Connect with us

ଓଡିଶା

ଚିଟଫଣ୍ଡ ସଂସ୍ଥା ଓସେନ୍ ବିଦେଶ ଲିମିଟେଡ୍ ର ଏମଡି ଗିରଫ

Internet

ଚିଟଫଣ୍ଡ ସଂସ୍ଥା ଓସେନ୍ ବିଦେଶ ଲିମିଟେଡ୍ ର ଏମଡି ଗିରଫ
ଭୁବନେଶ୍ୱର,୨୨ ଅକ୍ଟୋବର – ୫ କୋଟି ଟଙ୍କାର ଚିଟ୍ଫଣ୍ଡ ଠକେଇ ମାମଲାରେ ଇଓଡବ୍ଲୁ ଓସେନ୍ ବିଦେଶ ଲିମିଟେଡ୍ ର ଏମଡି ମନୋରଂଜନ ରାୟ ଙ୍କୁ ଦିଲ୍ଲୀରୁ ଗିରଫ କରିଛି । ୫ କୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା