Connect with us

ଓଡିଶା

ସରକାରୀ ଗାଡିରୁ ୧୫ ହଜାର ଟଙ୍କାର ଜୋରିମାନା ଆଦାୟ

ସରକାରୀ ଗାଡିରୁ ୧୫ ହଜାର ଟଙ୍କାର ଜୋରିମାନା ଆଦାୟ

ସରକାରୀ ଗାଡିରୁ ୧୫ ହଜାର ଟଙ୍କାର ଜୋରିମାନା ଆଦାୟ
ଭୁବନେଶ୍ୱର, ୦୫ ସେପ୍ଟେମ୍ବର – ପରମିଟ୍ ନଥିବାରୁ ଏକ ସରକାରୀ ଗାଡିରୁ ୧୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ବିଏମସିର ଏନଫୋର୍ସମେଂଟ ସ୍କ୍ୱାର୍ଡ ଗାଡିରୁ ଏହି ଅର୍ଥ ଆଦାୟ ହୋଇଛି । ଭୁବନେଶ୍ୱର ନାଲକୋ ଛକ ଠାରେ ମାଲବାହୀ ଗାଡ଼ିରେ କର୍ମଚାରୀଙ୍କୁ ନେଉଥିବାରୁ ଏହି ଜରିମାନା ଆଦାୟ କରାଯାଇଛି । ଡାଲାରେ କର୍ମଚାରୀଙ୍କୁ ନେବାରୁ ୫ ହଜାର ଓ ଗାଡିରେ ପରମିଟ୍ ନ ଥିବାରୁ ୧୦ ହଜାର ଫାଇନ୍ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା