ଭୁବନେଶ୍ୱର :- ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବନ୍ଦ । ପାଞ୍ଚଟି ମୁନିସିପାଲ କର୍ପୋରେସନ ସମେତ ପୁରୀ ସହରରେ ମଧ୍ୟ ପ୍ରଚଳନକୁ ବନ୍ଦ କରାଯିବ । ଓଡିଶା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଏକ ନୋଟିସ ଜାରିକରି ଏହା କୁହାଯାଇଅଛି ଯେ, କୌଣସି ବ୍ୟକ୍ତି କିମ୍ବା ଅନ୍ୟ କାହାଦ୍ୱାରା ଭୁବନେଶ୍ୱର,କଟକ,ବ୍ରହ୍ମହପୁର ,ରାଉରକେଲା ,ସମ୍ବଲପୁର ଓ ଟୁରିଷ୍ଟ ସ୍ଥାନ ପୁରୀରେ ପ୍ଲାଷ୍ଟିକ ବସ୍ତୁର ପରିବହନ ,ଗଛିତ କିମ୍ବା ତିଆରି କରିବା ନିଷେଧ ଅଟେ ।ଏହା ଦ୍ୱାରା ଆଗାମୀ ଅକ୍ଟୋବର 2 ତାରିଖ ଠାରୁ ପ୍ଲାଷ୍ଟିକ କିମ୍ବା ପ୍ଲାଷ୍ଟିକ ନିର୍ମିତ ବସ୍ତୁ ବିକ୍ରୟ ହୋଇପାରିବ ନାହିଁ ।
ଓଡିଶା
ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବନ୍ଦ
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...