ସିଡ୍ନୀ,୧୮ା୧୨ : ଅଷ୍ଟ୍ରେଲିଆ ନିଉ ସାଉଥ ୱାଲେସର ମୁନିତଟରେ ମଙ୍ଗଳବାର ତିନିଜଣ ଭାରତୀୟ ଭାସି ଯାଇଛନ୍ତି । ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି । ସୂଚନା ଅନୁସାରେ ସମୁଦ୍ର କୂଳରେ ବୁଡି ଯାଉଥିବା ଜଣେ ଶିଶୁକୁ ଉଦ୍ଧାର କରିବାକୁ ତିନି ଭାରତୀୟ ସମୁଦ୍ର ମଧ୍ୟକୁ ଲମ୍ଫ ମାରିଥିଲେ । ହେଲେ ସେମାନେ ସମୁଦ୍ରରେ ଭାସି ଯାଇଥିଲେ । ମୃତକଙ୍କ ନାମ ଗ୍ୟାସଉଦ୍ଦିନ (୪୫) ଏବଂ ରାହତ (୩୫) ଓ ସେମାନଙ୍କ ଘର ତେଲେଙ୍ଗାନାରେ । ନିଖୋଜ ଭାରତୀୟଙ୍କ ନାମ ଜୁନୈଦ (୨୮) ବୋଲି ଜାଣିବାକୁ ମିଳିଛି । ତେବେ ବୁଡି ଯାଉଥିବା ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ଅଷ୍ଟ୍ରେଲିଆ ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।
ବିଦେଶ
ଭାସିଗଲେ ୩ ଭାରତୀୟ
More in ବିଦେଶ
-
ମୃତକଙ୍କ ସଂଖ୍ୟା ୭୧ହୋଇଥିବା ବେଳେ ନିଖୋଜ ସଂଖ୍ୟା ୧୦୦୦ରୁ ଅଧିକ , ଟ୍ରମ୍ପ ଘଟଣା ସ୍ଥଳରେ
ମୃତକଙ୍କ ସଂଖ୍ୟା ୭୧ହୋଇଥିବା ବେଳେ ନିଖୋଜ ସଂଖ୍ୟା ୧୦୦୦ରୁ ଅଧିକ , ଟ୍ରମ୍ପ ଘଟଣା ସ୍ଥଳରେ କାଲିଫର୍ଣ୍ଣିଆ :-...
-
ଅପରାଧିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ-ମୋରୋକୋ ରାଜିନାମା ସ୍ୱାକ୍ଷର
ଅପରାଧିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ-ମୋରୋକୋ ରାଜିନାମା ସ୍ୱାକ୍ଷର ନୂଆଦିଲ୍ଲୀ,୧୨ା୧୧ : ଅପରାଧିକ ମାମଲାରେ ସହାୟତା, ଅପରାଧିଙ୍କ ପ୍ରତ୍ୟର୍ପଣ ଏବଂ...
-
ଭାରତୀୟ ସେନା ହେଲା ଅଧିକ ଶକ୍ତିଶାଳୀ
ଭାରତୀୟ ସେନା ହେଲା ଅଧିକ ଶକ୍ତିଶାଳୀ ସାମିଲ ହେଲା ଏମ ୭୭୭ ଓ କେ-୯ ନୂଆଦିଲ୍ଲୀ,୯ା୧୧ : ଭାରତୀୟ...
-
ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ -୧୮୯ ମୃତ
ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ୧୮୯ ମୃତ ଜାକାର୍ତ୍ତା, ୨୯ା୧୦ : ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାଠାରୁ ପାଙ୍କଲ ପିନାଙ୍ଗ ସହର...