
ବନ୍ଧୁକ ମୁନରେ ୮ ଲକ୍ଷ ଲୁଟ .
ନିମାପଡା ;- ନିମାପଡା ସନ୍ନିକଟ କେନାଲ ରୋଡ଼ ରୁ ଜଣେ ବ୍ୟବସାୟୀଙ୍କ ନିକଟରୁ ୮ ଲକ୍ଷ ଟଙ୍କା ବନ୍ଧୁକ ଦେଖାଇ ଲୁଟ କରାଯାଇଛି l
ଘଟଣା ରୁ ପ୍ରକାଶ ଯେ ରଞ୍ଜନ ସହୂ ନାମକ ଜଣେ ବ୍ୟବସାୟୀ ନିମାପଡା ସ୍ଥିତ ଷ୍ଟେଟ ବାଙ୍କ କୁ ଟଙ୍କା ଡିପୋଜିଟ କରିବାକୁ ବେଳେ କେନାଲ ରୋଡ ଠାରେ ଲୁଟର ଶିକାର ହୋଇଥିଲେ l
ଶ୍ରୀ ସହୂ ବଳଙ୍ଗା ସ୍ଥିତ ରୁପଦେଇପୁର ର ବାସିନ୍ଦା l
