କଟକ -କନେଷ୍ଟବଳ ଆଶାୟୀ ଙ୍କ ମୃତ୍ୟୁ ଯୋଗୁ ରାସ୍ତା ରୋକ ଆନ୍ଦୋଳନ l
ଓ ଏସ ଏ ପି ପଡିଆ ରେ ଆଜି କନେଷ୍ଟବଳ ଆଶାୟୀ ଙ୍କ ନିମନ୍ତେ ଶାରୀରିକ ଯୋଗ୍ୟତା ର ପରୀକ୍ଷା ନିଆ ଯାଉଥିବା ଅବସ୍ଥାରେ ସୁରେଶ ପ୍ରଧାନ ନାମକ ବ୍ୟକ୍ତି ଅସୁସ୍ଥ ହୋଇପଡିଥିଲେ l .
ତାଙ୍କୁ ସଂଗେ ସଂଗେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l .ତାଙ୍କ ପରିବାର ଲୋକେ ଏହାକୁ ଚିକିତ୍ସ ଅବହେଳା ଦର୍ଶାଇ ହୋହାଲ୍ଲା କରିଥିଲେ l ,କଟକ -ନରସିଂହପୁର ରାସ୍ତାକୁ ଅବରୋଧ କରିଥିଲେ l ,ଏବଂ 5 ଲକ୍ଷ ଟଂକା କ୍ଷତିପୂରଣ ମାଗିଥିଲେ l .ମୃତକଙ୍କ ଘର କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ବ୍ଲକ ର ନୁଖପଡ଼ା ଗ୍ରାମରେ l
ଓଡିଶା
କନେଷ୍ଟବଳ ଆଶାୟୀ ଙ୍କ ମୃତ୍ୟୁ ଯୋଗୁ ରାସ୍ତା ରୋକ ଆନ୍ଦୋଳନ l
More in ଓଡିଶା
-
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨
ଅପହରଣକାରୀ ଟିଉସନ ମାଷ୍ଟ୍ର ଧରାପଡ଼ି ଅଟକ 丨ପରିବାର ଆଶ୍ୱସ୍ଥ丨 ଭୁବନେଶ୍ୱର :- 22-12- ସ୍ଥାନୀୟ ବଡ଼ଗଡ଼ ଅଂଚଳରୁ ଦୁଇ...
-
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ
ଅନୁପ ଓ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ଆଣିବ ରାୟଗଡ଼ ପୋଲିସ ଭୁବନେଶ୍ୱର, ୧୬ ଫେବୃୟାରୀ – ବହୁଚର୍ଚ୍ଚିତ କଳ୍ପନା...
-
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ
କମେଂଟ ମାରିବାରୁ ଯବାନଙ୍କୁ ନିସ୍ତୁକ ପିଟିଲେ ଯୁବତୀ ଓ ଜନସାଧାରଣ ଭୁବନେଶ୍ୱର, ୧୬ ଫେବୃୟାରୀ – ଯୁବତୀଙ୍କୁ କମେଂଟ...
-
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ
ବ୍ରହ୍ମପୁର ବସ୍ ଟ୍ରାଜେଡି ଘଟଣାରେ ୪ ନିଲମ୍ବିତ ଭୁବନେଶ୍ୱର, ୧୦ ଫେବୃଆରୀ – ବ୍ରହ୍ମପୁରରେ ଗତକାଲି ବସ୍ ରେ...