More News
-
ଓଡିଶା
/ 7 years agoପଦୋନ୍ନତିରେ ସଂରକ୍ଷଣ ଲାଗୁ ହେବନି : ସୁପ୍ରିମକୋର୍ଟ
ପଦୋନ୍ନତିରେ ସଂରକ୍ଷଣ ଲାଗୁ ହେବନି : ସୁପ୍ରିମକୋର୍ଟ ନୂଆଦିଲ୍ଲୀ,୨୬ା୯ : ଜାତିଭିତ୍ତିକ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ରାୟ ଶୁଣାଇଛନ୍ତି । କୌଣସି ସରକାରୀ ଚାକିରିର ପଦୋନ୍ନତି କ୍ଷେତ୍ରରେ...
-
ଓଡିଶା
/ 7 years ago୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ
କର୍ତ୍ତବ୍ୟରେ ଅବହେଳା ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ ଭୁବନେଶ୍ୱର,୨୬ା୯ : ରାଜ୍ୟର ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେଥିମଧ୍ୟରେ ମୟୁରଭଞ୍ଜ ଚିତ୍ରଡ଼ା ଦମକଳ କେନ୍ଦ୍ରର ଦୁଇ...
-
ଓଡିଶା
/ 7 years agoଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ
ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ ଭୁବନେଶ୍ୱର,୨୬ା୯ : କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ମାରିବା ଘଟଣାରେ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଅ ।ନ୍ଦୋଳନୁ •ଲୁ ରଖିବାକୁ ଓକିଲ...
-
ଓଡିଶା
/ 7 years agoମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି , କ୍ଷମା ମାଗିବିନି : ପ୍ରଦୀପ ମହାରଥୀ
ମହିଳା ବିରୋଧୀ ମନ୍ତବ୍ୟ : କୃଷିମନ୍ତ୍ରୀଙ୍କ ଘର ସମ୍ମୁଖରେ ବିଜେପି ମହିଳାମୋର୍ଚ୍ଚାର ପ୍ରତିବାଦ ଆନ୍ଦୋଳନ – ମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି , କ୍ଷମା ମାଗିବିନି : ପ୍ରଦୀପ...
-
ଓଡିଶା
/ 7 years agoସ୍ପଷ୍ଟ ଦିବା ଲୋକରେ ଫୁଟିଲା ଗୁଳି – ଯୁବ ବିଜେଡି ନଗର ସଭାପତିଙ୍କ ଗୁଳିମାଡରେ ବାପ ପୁଅ ଗୁରୁତର
ସ୍ପଷ୍ଟ ଦିବା ଲୋକରେ ଫୁଟିଲା ଗୁଳି ଯୁବ ବିଜେଡି ନଗର ସଭାପତିଙ୍କ ଗୁଳିମାଡରେ ବାପ ପୁଅ ଗୁରୁତର ଘଟଣାସ୍ଥଳରୁ ୨ ଜୀବନ୍ତ ଗୁଳି, ପିସ୍ତଲ ଜବତ, ଦୋକାନ ବଜାର...
-
ଦେଶ
/ 7 years agoଆଜି ଆଧାର କାର୍ଡ଼ର ଭବିଷ୍ୟତ ନିର୍ଧାରଣ ହେବ l
ଆଜି ଆଧାର ଶୁଣାଣି ନୂଆଦିଲ୍ଲୀ,୨୫ା୯ : ଦୀର୍ଘଦିନ ଧରି ଚର୍ଚ୍ଚାର ବିଷୟ ରହିଥିବା ଆଧାରକାର୍ଡର ବୈଧତାକୁ ନେଇ ବୁଧବାର ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇବେ । ଆଧାରର ବୈଧତାକୁ...
-
ଦେଶ
/ 7 years agoସୁଶୀଲ ମୋଦି ଅପରାଧୀ ମାନଂକୁ ନେହୁରା ହୋଇ ଚର୍ଚିତ ହେଲେ l
ପାଟନା,୨୫।୯: ବିହାରରେ ଆୟୋଜିତ ଏକ ପିତୃପକ୍ଷ ମେଳାରେ ଉଦ୍ବୋଧନ ଦେବା ସମୟରେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଅପରାଧୀ ମାନଂକୁ ନେହୁରା ହୋଇ ପିତୃପକ୍ଷରେ କୌଣସି ଅପରାଧ ନକରିବାକୁ...
-
ମହାନଗର
/ 7 years agoକଲେଜ ଛାତ୍ରୀଙ୍କୁ ଛୁରାମାଡ l
ଛାତ୍ରୀଙ୍କୁ ଛୁରାମାଡ ଭୁବନେଶ୍ୱର,୨୫ା୯: କଟକ ଜିଲ୍ଲା ଅଡଶପୁରର ଉଦୟନାଥ କଲେଜର ଜନୈକା ଛାତ୍ରୀଙ୍କୁ ଛୁରମାଡ ହୋଇଛି । କ୍ୟାମ୍ପସ୍ ବାହାରେ ଥିବା ରାସ୍ତା ମଝିରେ ଛାତ୍ରୀଙ୍କୁ ଛୁରୀ ରେ...
-
ଦେଶ
/ 7 years agoଲୋକ ପ୍ରତିନିଧିମାନେ କୋର୍ଟରେ ମାମଲା ପରିଚାଳନା କରିପାରିବେ l
ନୂଆଦିଲ୍ଲୀ,୨୫।୯: ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ ଯେକୌଣସି ମାମଲା ପରିଚାଳନା କରିପାରିବେ ଏହା ଉପରେ ସୁପ୍ରିମ୍କୋର୍ଟ ଦେଇଛନ୍ତି ସବୁଜ ସଙ୍କେତ । ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ...
-
ଦେଶ
/ 7 years ago୧୫୮୧ ଜଣ ନେତାଙ୍କ ବିରୋଧରେ ଚାଲୁଛି ଅପରାଧୀକ ମାମଲା l “ଦାଗୀ ନେତାଙ୍କୁ ଦୂରେଇବା ଦାୟିତ୍ୱ ସଂସଦର’
ନୂଆଦିଲ୍ଲୀ,୨୫।୯: ସୁପ୍ରିମକୋର୍ଟ ଆଗ୍ରହ କରିଛି ଯେ,ଯେଉଁ ଜନପ୍ରତିନିଧିଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଚାଲୁଛି ସେମାନଙ୍କ ବିଷୟରେ ସଂସଦ ଗୃହ ନିଷ୍ପତି ନେଉ l ଆମ ଦେଶରେ ୧୫୮୧ ଜଣ...



