-
ଓଡିଶା
/ 7 years agoଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଫାଇଲ ପୁଣି ଖୋଲିଲା
ଭୁବନେଶ୍ୱର:- ଭୁବନେଶ୍ୱର ରେଳ ଷ୍ଟେସନ୍ର ଏକ ନଂ ପ୍ଲାଟଫର୍ମ ରେ ଡାକ୍ତର ରବୀନ୍ଦ୍ରନାଥ ରଥଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ରିପୋର୍ଟ ସପ୍ତାହକ ମଧ୍ୟରେ ଦେବାକୁ ରେଳବାଇ ଏଡିଜି ପ୍ରଣବିନ୍ଦୁ...
-
ଓଡିଶା
/ 7 years agoଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବନ୍ଦ
ଭୁବନେଶ୍ୱର :- ଗାନ୍ଧୀ ଜୟନ୍ତୀ ଠାରୁ ପ୍ଲାଷ୍ଟିକ ବନ୍ଦ । ପାଞ୍ଚଟି ମୁନିସିପାଲ କର୍ପୋରେସନ ସମେତ ପୁରୀ ସହରରେ ମଧ୍ୟ ପ୍ରଚଳନକୁ ବନ୍ଦ କରାଯିବ । ଓଡିଶା ରାଜ୍ୟ...
-
ଓଡିଶା
/ 7 years agoବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ ୧୧ରେ ମତଦାନ
ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ ୧୧ରେ ମତଦାନ ଭୁବନେଶ୍ୱର,୨୮ା୯ : ଆସନ୍ତା ଅକ୍ଟୋବର ୧୧ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନଅନୁଷ୍ଠିତ ହେବ ।...
-
ଓଡିଶା
/ 7 years agoଆଇନଜୀବୀଙ୍କ ଆନ୍ଦୋଳନ ଜାରି :-ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା ଆଇନଜୀବୀଙ୍କ ଆନ୍ଦୋଳନ ଜାରି କଟକ,୨୮ା୯ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟର ଆଇନଜୀବୀ ଆନ୍ଦୋଳନ ଆହୁରି ତେଜିବାରେ ଲାଗିଛି । ଆଇନଜୀବୀମାନେ ହାଇକୋର୍ଟ...
-
ଓଡିଶା
/ 7 years agoଅଗ୍ନିଶମ ସଂସ୍ଥାର ଆନ୍ଦୋଳନ ପ୍ରତ୍ୟାହୃତ
ଅଗ୍ନିଶମ ସଂସ୍ଥାର ଆନ୍ଦୋଳନ ପ୍ରତ୍ୟାହୃତ ଭୁବନେଶ୍ୱର,୨୭ା୯: ୬ ଦଫା ଦାବି ପୂରଣ ନେଇ ଅଗ୍ନିଶମ ସଂସ୍ଥା ଗତ ୨୪ ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ ଆଜି ପ୍ରତ୍ୟାହୃତ...
-
ଓଡିଶା
/ 7 years agoଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦିଅ – ସୁପ୍ରିମକୋର୍ଟ
ଓଡ଼ିଶା ହାଇକୋର୍ଟ ଓକିଲ ସଂଘକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦିଅ ନୂଆଦିଲ୍ଲୀ,୨୭ା୯ : ଓଡ଼ିଶା ହାଇକୋର୍ଟ ଓକିଲ ସଂଘକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।...
-
ଓଡିଶା
/ 7 years agoତ୍ରିପୁରା ମୁଖ୍ୟମନ୍ତ୍ରୀ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ଦେଲେ ପ୍ରତିଶ୍ରୁତି
ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ଦେଲେ ପ୍ରତିଶ୍ରୁତି ଭୁବନେଶ୍ୱର,୨୭ା୯ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ...
-
ଓଡିଶା
/ 7 years agoପଦୋନ୍ନତିରେ ସଂରକ୍ଷଣ ଲାଗୁ ହେବନି : ସୁପ୍ରିମକୋର୍ଟ
ପଦୋନ୍ନତିରେ ସଂରକ୍ଷଣ ଲାଗୁ ହେବନି : ସୁପ୍ରିମକୋର୍ଟ ନୂଆଦିଲ୍ଲୀ,୨୬ା୯ : ଜାତିଭିତ୍ତିକ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବୁଧବାର ରାୟ ଶୁଣାଇଛନ୍ତି । କୌଣସି ସରକାରୀ ଚାକିରିର ପଦୋନ୍ନତି କ୍ଷେତ୍ରରେ...
-
ଓଡିଶା
/ 7 years ago୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ
କର୍ତ୍ତବ୍ୟରେ ଅବହେଳା ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ ଭୁବନେଶ୍ୱର,୨୬ା୯ : ରାଜ୍ୟର ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେଥିମଧ୍ୟରେ ମୟୁରଭଞ୍ଜ ଚିତ୍ରଡ଼ା ଦମକଳ କେନ୍ଦ୍ରର ଦୁଇ...
-
ଓଡିଶା
/ 7 years agoଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ
ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ ଭୁବନେଶ୍ୱର,୨୬ା୯ : କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ମାରିବା ଘଟଣାରେ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଅ ।ନ୍ଦୋଳନୁ •ଲୁ ରଖିବାକୁ ଓକିଲ...



