Stories By News Desk
-
ଦେଶ
/ 6 years ago“ଆଧାର ବୈଧ; ବାଧ୍ୟତାମୂଳକ ନୁହେଁ’
“ଆଧାର ବୈଧ; ବାଧ୍ୟତାମୂଳକ ନୁହେଁ’ ନୂଆଦିଲ୍ଲୀ,୨୬ା୯ : ବହୁଚର୍ଚ୍ଚିତ ‘ଆଧାର’ର ସାମ୍ବିଧାନିକ ବୈଧତା ନେଇ ରହିଥିବା ବାଦବିବାଦର ଅବସାନ ଘଟିଛି । ଦୀର୍ଘ ୩୮ଦିନର ଶୁଣାଣି ପରେ ବୁଧବାର...
-
ଓଡିଶା
/ 6 years agoଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ
ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଓକିଲଙ୍କ ଆନ୍ଦୋଳନ ଭୁବନେଶ୍ୱର,୨୬ା୯ : କଟକରେ ଆଇନଜୀବୀଙ୍କୁ ପୋଲିସର ମାଡ଼ ମାରିବା ଘଟଣାରେ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଅ ।ନ୍ଦୋଳନୁ •ଲୁ ରଖିବାକୁ ଓକିଲ...
-
ଦେଶ
/ 6 years agoଆଜି ଆଧାର କାର୍ଡ଼ର ଭବିଷ୍ୟତ ନିର୍ଧାରଣ ହେବ l
ଆଜି ଆଧାର ଶୁଣାଣି ନୂଆଦିଲ୍ଲୀ,୨୫ା୯ : ଦୀର୍ଘଦିନ ଧରି ଚର୍ଚ୍ଚାର ବିଷୟ ରହିଥିବା ଆଧାରକାର୍ଡର ବୈଧତାକୁ ନେଇ ବୁଧବାର ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇବେ । ଆଧାରର ବୈଧତାକୁ...
-
ଦେଶ
/ 6 years ago୧୫୮୧ ଜଣ ନେତାଙ୍କ ବିରୋଧରେ ଚାଲୁଛି ଅପରାଧୀକ ମାମଲା l “ଦାଗୀ ନେତାଙ୍କୁ ଦୂରେଇବା ଦାୟିତ୍ୱ ସଂସଦର’
ନୂଆଦିଲ୍ଲୀ,୨୫।୯: ସୁପ୍ରିମକୋର୍ଟ ଆଗ୍ରହ କରିଛି ଯେ,ଯେଉଁ ଜନପ୍ରତିନିଧିଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଚାଲୁଛି ସେମାନଙ୍କ ବିଷୟରେ ସଂସଦ ଗୃହ ନିଷ୍ପତି ନେଉ l ଆମ ଦେଶରେ ୧୫୮୧ ଜଣ...
-
ଓଡିଶା
/ 6 years agoଆବାସିକ ପ୍ରମାଣପତ୍ର ମିଳିବl ସହଜ ହେଵ l
ଭୁବନେଶ୍ୱର : ମାଟ୍ରିକ ବା ତତ୍ତୁଲ୍ୟ ପ୍ରମାଣପତ୍ରକୁ ଆବାସିକ ପ୍ରମାଣପତ୍ର ଭାବେ ଉପସ୍ଥାପିତ କରିହେବ । ଆବାସିକ ପ୍ରମାଣପତ୍ର ନେଇ ରହିଥିବା ନିୟମାବଳୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା...
-
ଓଡିଶା
/ 6 years agoଆଇନଜୀବୀଙ୍କୁ ମାଡ଼ ଘଟଣାରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ବାର୍ ଆସୋସିଏସନ l
କଟକ :-୨୪।୯ କଟକର ଆଇନଜୀବୀ-ପୋଲିସ ବିବାଦକୁ ମାସେ ପୂରିବାକୁ ଯାଉଛି । କିନ୍ତୁ ଏଯାଏ ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ । ଆଇନଜୀବୀ ଦେବୀ ପ୍ରସାଦ...
-
ଓଡିଶା
/ 6 years agoକୋଟଗଡ଼ ଅଞ୍ଚଳର ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୋଟଗଡ଼ ଅଞ୍ଚଳରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
-
ଦେଶ
/ 6 years agoହିଂସା ଅଧ୍ୟୁଷିତ ଦେଶ ତାଲିକାରେ ଭାରତ ତୃତୀୟ :-ମୋଦି ସରକାର ପାଇଁ ସତର୍କ ଘଂଟି l
ହିଂସା ଅଧ୍ୟୁଷିତ ଦେଶ ତାଲିକାରେ ଭାରତ ତୃତୀୟ :-ମୋଦି ସରକାର ପାଇଁ ସତର୍କ ଘଂଟି l ହିଂସା ଅଧ୍ୟୁଷିତ ଦେଶ ତାଲିକାରେ ଭାରତ ତୃତୀୟ ନୂଆଦିଲ୍ଲୀ,୨୨ା୯ : ଭାରତ...
-
ଓଡିଶା
/ 6 years agoଡିଜିପି,ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ୨ ମିଡିଆ ସମ୍ପାଦକଙ୍କୁ ସମନ:- ଗୃହ କମିଟି l
ଡିଜିପି,ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ୨ ମିଡିଆ ସମ୍ପାଦକଙ୍କୁ ସମନ:- ଗୃହ କମିଟି ଅଭିଜିତଙ୍କ ବିବାଦୀୟ ମନ୍ତବ୍ୟ ନେଇ ଗୃହ କମିଟିର ପ୍ରଥମ ବୈଠକ ଡିଜିପି,ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ୨...
-
ଓଡିଶା
/ 6 years agoଏୟାର୍ ଓଡ଼ିଶାର ମହିଳା କର୍ମଚାରୀ ଆଣିଲେ ଦୁଷ୍କର୍ମ ଅଭିଯୋଗ l
ଭୁବନେଶ୍ୱର :- ଗତ ଅଗଷ୍ଟ ୧୦ ଓ ୧୧ ତାରିଖରେ ଏୟାର୍ ଓଡ଼ିଶାର ଏକ ମହିଳା କର୍ମଚାରୀକୁ ପରିଚାଳନା ନିର୍ଦେଶକ ସନ୍ତୋଷ ପାଣି ଦୁଇ ଦୁଇ ଥର ଦୁଷ୍କର୍ମ...