ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୁର୍ଣ ରାୟରେ ନିର୍ଦେଶ ଦେଇଛନ୍ତି ଯେ, ଓଡିଶା ସରକାର ଦେଓଗଡ ଜିଲାରେ ବ୍ରାହ୍ମଣୀ ଡ୍ୟାମ ତିଆରି ଯୋଗୁ ଯେଉଁ ମାନେ ବାସଚ୍ୟୁତ ହୋଇଛନ୍ତି ସେମାଙ୍କୁ ତୁରନ୍ତ ଜଳସେଚନ ସୁବିଧା ଯୋଗାଇଦେବାକୁ ହେବ l
1983 ମସିହାରେ 27ଜଣ ବାସଚ୍ୟୁତଙ୍କୁ ସରକାର 3ଏକର ଲେଖାଏଁ ଅଣ ଜଳସେଚିତ ଜମି ଥଇଥାନ ପାଇଁ ଦେଇଥିଲେ l କିନ୍ତୁ ଦୀର୍ଘ 35 ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଉକ୍ତ ଜମିଗୁଡିକୁ ଜଳସେଚିତ କରିପାରିନଥିଲେ l ତେଣୁ 27 ଜଣ ବାସଚ୍ୟୁତ ମିଳିତ ଭାବରେ ଏକ ସ୍ୱତନ୍ତ୍ର ଲିଭ ପିଟିସନ ମାଧ୍ୟମରେ ସୁପ୍ରିମକୋର୍ଟ ର ଦୃଷ୍ଟି ଆକର୍ଷଣ କରିଥିଲେ l
ଆଞ୍ଚଳିକ
ବାସଚ୍ୟୁତଙ୍କ ଜମିକୁ ଜଳସେଚିତ କରିବାପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ
More in ଆଞ୍ଚଳିକ
-
ଛାତ୍ର ସଂସଦ ନିର୍ବାଚନରେ ଦୁଇ କୁଇଣ୍ଟାଲ କୁକୁଡ଼ା ଝୋଳ ଗିଳି ଦେଲେ
ଭୁବନେଶ୍ବର:- ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କିଛି ପ୍ରାର୍ଥୀ ଲିଙ୍ଗ୍ଡୋ କମିସନ୍ଙ୍କ ନିୟମକୁ ଖାତିର ନକରି ଫୁକିନା ଉଡେଇ ଦେଇଛନ୍ତି...
-
ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ
ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ ଭୁବନେଶ୍ୱର :- ଦେବରାୟ କଲେଜର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ...
-
ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ
ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ କଟକ/ଭୁବନେଶ୍ୱର :- କଟକ ଏସସିବି ମେଡିକାଲରେ ବୁଧବାର ପୁଣି ଜଣେ ବ୍ୟକ୍ତିଙ୍କର ଡେଙ୍ଗୁରେ ମୃତ୍ୟୁ...
-
ପୋଲିସ୍ କମିଶନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଏସଏସ ନଗର ଉନ୍ନୟନ ପରିଷଦ
ପୋଲିସ୍ କମିଶନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଏସଏସ ନଗର ଉନ୍ନୟନ ପରିଷଦ ଭୁବନେଶ୍ୱର :- ବୀର ସୁରେନ୍ଦ୍ରସାଏ ନଗରରେ ଦୀର୍ଘ...