ବଜ୍ରପାତରେ ଇଂଜିନିୟରିଂ ଛାତ୍ରୀର ମୃତ୍ୟୁ
ଢେଙ୍କାନାଳ : କାରନ୍ଦା ପଠାଣି ସାମନ୍ତ ଇଂଜିନିୟରିଂ କଲେଜର ୬ ଜଣ ଛାତ୍ରୀ ମଧ୍ୟାହ୍ନ ବିରତିରେ ବାହାରକୁ ଖାଇବା ପାଇଁ ଆସିଥିଲା ବେଳେ ବଜ୍ରପାତର ଶୀକାର ହୋଇଛନ୍ତି । ସେଥିମଧ୍ୟରୁ ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ଭର୍ତି କରାଯାଇଛି । ମୃତକ ସିଭିଲ ଇଂଜିନିୟର ଦ୍ୱିତୀୟ ବର୍ଷ ଛାତ୍ର ବୋଲି ଜଣାପଡ଼ିଛି । ତାଙ୍କ ନାମ କଳ୍ପନା ନାୟକ ।
ଆଞ୍ଚଳିକ
ବଜ୍ରପାତରେ ଇଂଜିନିୟରିଂ ଛାତ୍ରୀର ମୃତ୍ୟୁ
More in ଆଞ୍ଚଳିକ
-
ଛାତ୍ର ସଂସଦ ନିର୍ବାଚନରେ ଦୁଇ କୁଇଣ୍ଟାଲ କୁକୁଡ଼ା ଝୋଳ ଗିଳି ଦେଲେ
ଭୁବନେଶ୍ବର:- ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କିଛି ପ୍ରାର୍ଥୀ ଲିଙ୍ଗ୍ଡୋ କମିସନ୍ଙ୍କ ନିୟମକୁ ଖାତିର ନକରି ଫୁକିନା ଉଡେଇ ଦେଇଛନ୍ତି...
-
ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ
ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ ଭୁବନେଶ୍ୱର :- ଦେବରାୟ କଲେଜର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ...
-
ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ
ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ କଟକ/ଭୁବନେଶ୍ୱର :- କଟକ ଏସସିବି ମେଡିକାଲରେ ବୁଧବାର ପୁଣି ଜଣେ ବ୍ୟକ୍ତିଙ୍କର ଡେଙ୍ଗୁରେ ମୃତ୍ୟୁ...
-
ପୋଲିସ୍ କମିଶନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଏସଏସ ନଗର ଉନ୍ନୟନ ପରିଷଦ
ପୋଲିସ୍ କମିଶନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଏସଏସ ନଗର ଉନ୍ନୟନ ପରିଷଦ ଭୁବନେଶ୍ୱର :- ବୀର ସୁରେନ୍ଦ୍ରସାଏ ନଗରରେ ଦୀର୍ଘ...