ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ
କଟକ/ଭୁବନେଶ୍ୱର :- କଟକ ଏସସିବି ମେଡିକାଲରେ ବୁଧବାର ପୁଣି ଜଣେ ବ୍ୟକ୍ତିଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ବିରଂଚି ମାହାନା । ତାଙ୍କ ଘର କଟକ ଜିଲ୍ଲାର ନରସିଂହପୁର ନୁଆପାଟଣା ଗ୍ରାମରେ ବୋଲି ଜଣାପଡ଼ିଛି । ଡେଙ୍ଗୁ ରୋଗର ଶୀକାର ହେବା ପରେ ବିରଂଚିଙ୍କୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଏସସିବିର ଡେଙ୍ଗୁ ୱାର୍ଡରେ ଭର୍ତି କରାଯାଇଥିଲା । ତେବେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବର୍ତମାନ ସୁଦ୍ଧା ଏସସିବିରେ ଏହି ରୋଗ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।
ଆଞ୍ଚଳିକ
ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ
More in ଆଞ୍ଚଳିକ
-
ଛାତ୍ର ସଂସଦ ନିର୍ବାଚନରେ ଦୁଇ କୁଇଣ୍ଟାଲ କୁକୁଡ଼ା ଝୋଳ ଗିଳି ଦେଲେ
ଭୁବନେଶ୍ବର:- ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କିଛି ପ୍ରାର୍ଥୀ ଲିଙ୍ଗ୍ଡୋ କମିସନ୍ଙ୍କ ନିୟମକୁ ଖାତିର ନକରି ଫୁକିନା ଉଡେଇ ଦେଇଛନ୍ତି...
-
ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ
ଦେବରାୟ ଛାତ୍ରଛାତ୍ରୀମାନେ ପୋଲିସର ହସ୍ତକ୍ଷେପ ଲୋଡିଲେ ଭୁବନେଶ୍ୱର :- ଦେବରାୟ କଲେଜର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ...
-
ପୋଲିସ୍ କମିଶନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଏସଏସ ନଗର ଉନ୍ନୟନ ପରିଷଦ
ପୋଲିସ୍ କମିଶନରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଏସଏସ ନଗର ଉନ୍ନୟନ ପରିଷଦ ଭୁବନେଶ୍ୱର :- ବୀର ସୁରେନ୍ଦ୍ରସାଏ ନଗରରେ ଦୀର୍ଘ...
-
ନିଷ୍ଠୁର ସ୍ୱାମୀ ଚଳନ୍ତା ଟ୍ରେନ୍ରୁ ସ୍ତ୍ରୀକୁ ଠେଲି ଦେଲା ।
ଯାଜପୁର: ଜଣେ ନିଷ୍ଠୁର ସ୍ୱାମୀ ଚଳନ୍ତା ଟ୍ରେନ୍ରୁ ସ୍ତ୍ରୀକୁ ଠେଲି ଦେଇଛି । ସୂଚନା ଅନୁସାରେ ଯାଜପୁରରେଡ ସେକ୍ସନ...